ଲକ୍ଡଡାଉନ ଉଲ୍ଲଘଂନ 16 ଟି ମୋଟର ସାଇକେଲ ରୁ 8000 ଜରିମାନା ଆଦାୟ

0
342

ବେଲଗୁଣ୍ଠା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସାରା ରାଜ୍ୟ ରେ ଲକ୍ଡଡାଉନ ଚାଲିଥିବା ବେଳେ କିଛି ଅମାନିଆ ସରକାରି ନିର୍ଦେଶକୁ ନ ମାନି ବାଇକ ଧରି ବେ ଆଇନ ଭାବେ ବୁଲୁ ଥିବା ବେଳେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଆଜି ୧୬ ଜଣ ଙ୍କୁ ଅଟକାଇ ୮୦୦୦ ହଜାର ଟଙ୍କା ଜାରିମନା ଆଦାୟ କାରିଥିବା ପ୍ରକାଶ କରିଛନ୍ତି

LEAVE A REPLY

Please enter your comment!
Please enter your name here