ଦୁଇ ଜୁଆ ଆଡ୍ଡାରେ ପୋଲିସର ଚଢ଼ାଉ; ୧୫ ଗିରଫ

0
390

ବେଲଗୁଣ୍ଠା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗାଙ୍ଗପୁର ଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମରେ ଏକ ଜୁଆ ଆଡା଼ ଚାଲିଥିବା ଖବର ପାଇ ଗାଂଗପୁର dsp ସଂଜୟ କୁମାର ମହାପାତ୍ର ଓ iic ଧିରେଷ୍ କୁମାର ଦାସ ସଦଳଵଳେ ଚଢ଼ାଉ କରି ୯ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ନଗଦ ୮୧୦୦ ଟଙ୍କା ୩ ଟି ମୋଵାଇଲ ଫୋନ ଓ ତାଶ ଜବତ କର ୮୭/୨୦ ରେ ଏକ ମାମଲା ରୁଜୁ କରି ସମସ୍ତ ଯୁଆଡିଙ୍କୁ ଭଞ୍ଜନଗର କୋର୍ଟ ଚାଲାଣ କରିଥିବା ପୋଲିସ କହିଛି, ସେହିପରି ଝରପାରି ଗ୍ରାମରେ ଚାଲିଥିବା ଆଉ ଏକ ଜୁଆ ଆଡ୍ଡା ରେ ଗାଂଗପୁର ପୋଲିସ ଚଢ଼ାଉ କରି ନଗଦ ୧୦୧୦୦ ଟଙ୍କା ୩ ଟି ମୋଵାଇଲ ଫୋନ ଜବତ କରିଥିବା ବେଳେ ୬ ଜଣ ଜୁଆଡିଙ୍କୁ ଗିରଫ ୮୮ /୨୦ ରେ ଆଉ ଏକ ମାମଲା ରୁଜୁ କରି ଆସ୍କା କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି,

LEAVE A REPLY

Please enter your comment!
Please enter your name here