ମୁଜାଗଡ଼ ବନାଞ୍ଚଳର ବିଂଝଗିରି ଫରେଷ୍ଟ ବିଟରୁ ବାରହା ମାଂସ ଜବତ;ଜଣେ ଗିରଫ

0
607

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା/ ନିଲୁ ବିଶୋଇ) : ଉତ୍ତର ଘୁମୁସର ବନଖଣ୍ଡ ଅଧୀନରେ ଥିବା ମୁଜାଗଡ଼ ବନାଞ୍ଚଳର ବିଂଝଗିରି ଫୋରେଷ୍ଟ ବିଟ ଅଂଚଳରୁ ବନ ବିଭାଗ ପକ୍ଷରୁ ୨୦ କିଲୋ ବାରହା ମାଂସ ଜବତ କରାଯାଇଛି । ସୂଚନାଯୋଗ୍ୟ ବନ ମଧ୍ୟରୁ ବିଂଝଗିରି ଗ୍ରାମର ଚିକୁ ପାତ୍ର ନାମକ ଜଣେ ଯୁବକ ମାଂସ ଧରି ଫେରୁଥିଲେ । ଏଥିରେ ଜଡ଼ିତ ଥିବାରୁ ଚିକୁ ପାତ୍ରଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here