ଆମ୍ବୁଲାନ୍ସ ଧକ୍କାରେ ଦୁଇ ମୋଟର ସାଇକେଲ ଆରୋହି ଗୁରୁତର।

0
656

ବ୍ରହ୍ମପୁର 20/07/19( ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ) ସାଧାରଣତଃ ଦୁର୍ଘଟଣା ସ୍ଥଳରୁ ଆହତଙ୍କୁ ଚିକିତ୍ସା ଯୋଗାଇଦେବା ସକାଶେ ଆମ୍ବୁଲାନ୍ସ ବ୍ୟବହାର କରାଯାଏ। ତେବେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲାରେ। ଶନିବାର ସନ୍ଧ୍ୟାରେ ବାଇଗଣବାଡ଼ି ନିକଟରେ ଏକ 108 ଆମ୍ବୁଲାନ୍ସ ସହିତ ଦୁଇଟି ମୋଟର ସାଇକେଲର ଧକ୍କା ହେବା ଫଳରେ ଦୁର୍ଘଟଣାରେ ଦୁଇଜଣ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here