ବେଗୁନିଆପଡା ପୁଲିସର ଜୁଆଆଡ୍ଡା ଉପରେ ଚଢ଼ାଉ ; ୫ ଗିରଫ 

0
353

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ମୁଣ୍ଡୁଳା-ଚନ୍ଦନପୁର ଠାରେ ଶୁକ୍ରବାର ଦିନ ଏକ ଜୁଆଆଡ୍ଡା ଉପରେ ବେଗୁନିଆପଡା ପୁଲିସ ଚଢ଼ାଉ କରି ପାଞ୍ଚଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ପାଞ୍ଚ ହଜାରରୁ ଉର୍ଦ୍ଧ ଟଙ୍କା ଜବତ କରିଛି l ଗିରଫ ଯୁଆଡ଼ି ମାନେ ହେଲେ ମୁଣ୍ଡୁଳା ଗ୍ରାମର ମାଧବ ସେନାପତି, ହଟିଆ ସେନାପତି, ଗୌର ସେନାପତି, ଭାଗିରଥି ଜେନା ଏବଂ କେ. ବରିଡା ଗ୍ରାମର ପାଣ୍ଡା ପ୍ରଧାନ l 

LEAVE A REPLY

Please enter your comment!
Please enter your name here