ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ।

0
551

ଦିଗପହଣ୍ଡି 20/7/19 (ନ୍ୟୁଜଏକ୍ସଟ୍ରା ବ୍ୟୁରୋ )ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ କଲ୍ୟାଣପୁର ତୋଟା କାଶୀ ବିଶ୍ୱନାଥପୁର ମନ୍ଦିର ପଛପଟେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଅଭିଯୋଗ । ପ୍ରେମୀ ଯୁଗଳ ହେଲେ କେ ଲକ୍ଷ୍ମୀ ରେଡ଼ି ପିତା ରଘୁ ରେଡ଼ି ଘର ଚୈତନ୍ୟପୁର ଏବଂ ପୁଅ ହେଲେ ଝରିପଦର ଗ୍ରାମର ଏସ ଚୁଡାମଣି ରେଡ୍ଡିଙ୍କ ପୁଅ ଏସ ଦିବାନା ରେଡ଼ି ବୟସ 27 ବୋଲି ଜଣାପଡିଛି । ଘଟଣା ସ୍ଥଳରେ ମୃତ ଦିବାନାଙ୍କ ମା ପହଞ୍ଚିଥିବା ବେଳେ ଘଟଣା ସ୍ଥଳରେ ଦିଗପହଣ୍ଡି ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି କି ଉଭୟେ କୌଣସି କୀଟନାଶକ ଔଷଧ ପିଇ ଆତ୍ମହତ୍ୟା କରିଛନ୍ତି । ଘଟଣା ସମଗ୍ର ଅଂଚଳରେ ଶୋକର ଛାୟା ଖେଳାଇଦେଇଛି।

LEAVE A REPLY

Please enter your comment!
Please enter your name here