ବଜ୍ରପାତରେ ଗଛ ଦୁଇ ଫାଳ

0
573

ମୋହନା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଅଦିନିଆ ବର୍ଷ ସାଙ୍ଗକୁ କୁଆପଥର ବର୍ଷା ହୋଇଥିଲା । ଲୁହାଗୁଡି ଓ କମଳାପୁର ଅଞ୍ଚଳରେ ବର୍ଷା ହେବା ସହ ବଜ୍ରପାତ ହେଇଛି। କମଳାପୁର ଛକରେ ହୋଟେଲ ବ୍ୟବସାୟୀ ଅରକ୍ଷିତ ଗୌଡ଼ ନିଜ ଦୋକାନ ସାମନ୍ନାରେ ବାସନ ଧୋଉଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା। ବଜ୍ରପାତରେ ତାଙ୍କ ଦୋକାନ ନିକଟରେ ଥିବା ଏକ ଗଛ ଦୁଇ ଫାଳ ହୋଇଯାଇଥିବା ବେଳେ ବ୍ୟବସାୟୀ ଜଣକ ଅଳ୍ପକେ ରକ୍ଷା ପାଇଯାଉଛନ୍ତି।

LEAVE A REPLY

Please enter your comment!
Please enter your name here