କୁଲାଡ଼ ଆନ୍ଦ୍ରାବ୍ୟାଙ୍କ ଠକେଇ କୁ ନେଇ ଥାନାରେ ଏତଲା।

0
526

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କୁଲାଡ଼ ଆନ୍ଦ୍ରା ବ୍ୟାଙ୍କ ନାମରେ ବିଗତ କିଛି ଦିନ ହେବ ଗ୍ରାହକ ମାନଙ୍କ ନାନା ପ୍ରକାର ସନ୍ଧେହ ଓ ଅଭିଯୋଗ ହୋଇ ଆସୁଛି।ବ୍ୟାଙ୍କ ରେ ୫କୋଟିରୁ ଉର୍ଦ୍ଧ ଟଙ୍କା ଠକେଇ ମଧ୍ୟ ହୋଇ ଥିବା ପ୍ରଚାର ହୋଇଥିବା ବେଳେ ଶେଷରେ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜଆଡୁ ଗୁରୁବାର ଦିନ ଭଞ୍ଜନଗର ଥାନାରେ ବନ୍ଧକ ରଖା ଯାଇଥିବା ସୁନାରେ ଠକେଇ ହୋଇଥିବା ଅଭିଯୋଗ କରିଛନ୍ତି।ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here