ହିଂଜିଳି: ଜୁଆ ଅଡ୍ଡା ଉପରେ ଚଢ଼ାଉ, ୪୮ହଜାର ଟଙ୍କା ଜବତ ୫ଜୁଆଡି ଗିରଫ।

0
640

ହିଂଜିଳି,୩୧/୭(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ):ହିଂଜିଳି ଥାନା ପୋଲିସ ପକ୍ଷରୁ ଏକ ଜୁଆ ଅଡ୍ଡା ଉପରେ ଅତର୍କିତ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଆଡ୍ଡ଼ାରୁ ମୋଟ ୫ଜଣ ଜୁଆଡି ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ୪୮ହଜାର ଟଙ୍କା ଜବତ ହୋଇଛି।ଗିରଫ ସମସ୍ତ ୫ଜଣ ଜୁଆଡିଙ୍କୁ କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here