ପଞ୍ଚମ ଭଞ୍ଜ ଟ୍ରଫି ଫୂଟବଲ ଉଦଯାପିତ ।

0
729

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଭଞ୍ଜନଗର ଫୂଟବଲ ସଂଘ ପକ୍ଷରୁ ଜେଲ ପଡିଆ ରେ ଆୟୋଜିତ ସର୍ବଭାରତୀୟ ଭଞ୍ଜ ଟ୍ରଫି ଫୂଟବଲ ଆଜି ଉଦଯାପିତ ହୋଇଯାଇଛି। ଏଥର ସର୍ବ ମୋଟ ୮ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ସମସ୍ତଙ୍କୁ ଚକିତ କରି jaga united (bbsr) ଓ Kolkata vipers west Bengal ଫାଇନାଲରେ ପ୍ରବେଶ କରିଥିଲେ।

ଆଜି ଉଭୟ ଦଳ ମଧ୍ୟରେ ଶେଷ ମୁକାବିଲା ହୋଇଥିଲା ଏଥିରେ jaga united (bbsr) ୩-୧ ଗୋଲରେ ବିଜୟୀ ହୋଇ ଟାଇଟଲ ନିଜ ନାମରେ କରିନେଇଛି ।ଏହି କାଯ୍ୟକର୍ମ ରେ ମୁଖ୍ୟ ଅତିଥି ଭାବେ ସଂସଦୀୟ ବ୍ୟାପାର ଓ ଜଙ୍ଗଲ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଓ ସାମ୍ମାନୀତ ଅତିଥି ଭାବେ ଫୁଲବାଣୀ ର ପୂର୍ବତନ ବିଧାୟକ ଓ ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର କୁମାର ମିଞ୍ଜ ,IRB ତନରଡ଼ା ମୁଖ୍ୟ ଓ ଭଞ୍ଜନଗର ପ୍ରେସ କ୍ଲବ ସଭାପତି ଲୋକନାଥ କର ପ୍ରମୁଖ ଉପସ୍ଥିତ ଥିଲେ। ବିଜୟୀ ଦଳକୁ ମନ୍ତ୍ରୀ ଶ୍ରୀ ଆରୁଖ ଟ୍ରଫି ସହ ୩୩,୩୩୩ ଓ ରନସ୍ ଦଳକୁ ୨୨,୨୨୨ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here