ବେଗୁନିଆପଡ଼ା ବ୍ଲକ ରେ ପୋଲିଓ ଦିବସ ପାଳିତ

0
582

ବେଗୁନିଆପଡ଼ା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ପୋଲିଓ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ପଞ୍ଚାୟତ ର ଏକ ବୁଥ୍ ରେ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ପହଞ୍ଚି କିଛି ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଖୁଆଇବା ସହିତ ଉପସ୍ଥିତ ବ୍ୟକ୍ତି ମାନଙ୍କୁ କହିଥିଲେ ଆପଣ ଙ୍କ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଦିଅନ୍ତୁ ଏବଂ ସୁରକ୍ଷା କରନ୍ତୁ ବୋଲି କହିଥିଲେ ।ଏଥିରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ତଥା ସମାଜସେବୀ ଦୀପ୍ତି ପ୍ରକାଶ ନାୟକ, ଅଙ୍ଗନୱାଡି କର୍ମୀ ପ୍ରଭାସିନୀ ମନ୍ଦର, ରେବତୀ ସାହୁ, ରିନା ଦେବୀ, ଆଶାକର୍ମୀ କୁନା ପଲେଇ, ପ୍ରମୂଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here