ପୋଲସରା ବି.ଜେ.ଡ଼ି ର ମିଳନ ପର୍ବ

0
647

ଗଂଜାମ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ପୋଲସରା ବ୍ଲକ ଅନ୍ତର୍ଗତ ଗରେଇଝୁଳି ଗ୍ରାମରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ କିରଣ କୁମାର ନାହାକ ପୁର୍ବତନ ସମିତିସଭ୍ୟଙ୍କ ନେତୃତ୍ୱରେ ଗରେଇଝୁଳି ଗ୍ରାମର ୧୦୦ ପରିବାର ବିଜେପି ଦଳ ତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।ପୋଲସରା ବ୍ଲକ ସଭାପତି,ସରପଞ୍ଚ ସମିତିସଭ୍ୟ,ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଜୁ ଜନତା ଦଳର ସମସ୍ତ କର୍ମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here