ନାହାନ୍ତି ତହସିଲଦାର ; ଜନସାଧାରଣ ହନ୍ତସନ୍ତ

0
593

କୁକୁଡାଖଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : କୁକୁଡାଖଣ୍ଡି ତହସିଲ ଦ୍ୱାରା ସୁବାସ ଚନ୍ଦ୍ର ରଇତ ଗତଦୁଇମାସ ହେବ ବଦଳି ହେବା ଯଗୁଁ ତହସିଲ କାର୍ଯ୍ୟରେ ଗୁରୁତର ବିଭ୍ରାଟ ହେବା ସହ ଜମି ଜମା ବିଭିନ୍ନ ଯୋଜନା ପାଇଁ ପ୍ରମାଣ ପତ୍ର ପ୍ରଦାନରେ ଅହେତୁକ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି ବ୍ଲକ ଅଧିକାରୀ ଗଦାଧର ପାତ୍ର ବ୍ଲକ ସହ ତହସିଲର ମଧ୍ୟ ଦାଇତ୍ୱରେ ରହିଥିବା ଯୋଗୁଁ ବ୍ଲକର କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ସହ ତହସିଲ କାର୍ଯ୍ୟଶୈଳୀ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି । ବିଶେଷ କରି ତହସିଲ ଅଫିସର କର୍ମଚାରୀମାନେ ଆବେଦନକାରୀଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରୁନଥିବା ବେଳେ ଏହା ରାଜ୍ୟ ସରକାରଙ୍କ ସ୍ୱଛତା ପ୍ରତି ପ୍ରଶ୍ନ ବାଚୀ ସୃଷ୍ଟି କରୁଛି ।

LEAVE A REPLY

Please enter your comment!
Please enter your name here