ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶୈବ ପିଠ ଚଳଚଞ୍ଚଳ

0
605

ବେଗୁନିଆପଡ଼ା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାଙ୍କୁଡା ସ୍ଥିତ ଧବଳେଶ୍ଵର ଶୈବ ପିଠ ଏବଂ କୋଦଳା ସ୍ଥିତ ଦଣ୍ଡିଶ୍ୱର ଶୈବ ପିଠ ସେହିପରି ତୁମ୍ଭଶ୍ୱର, ଜଗତେଶ୍ଵର, ଗୁପ୍ତେଶ୍ଵର, ନୀଳକଣ୍ଠଶ୍ଵର, ଆଦିଶ୍ୱର ମନ୍ଦିର ମାନଙ୍କ ରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ସେହିପରି ଖୋର୍ଦ୍ଧା ଜିଲ୍ଲା ନିଳାଦ୍ରୀ ପ୍ରସାଦ ଅନ୍ତର୍ଗତ ମା ବିରଜାଇ ଙ୍କ ଦେବୀ ପୀଠରେ ମକର ମେଳା ଅନୁଷ୍ଠିତ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here