ରାସ୍ତା ଉପରେ ଭାଲୁ। ଆତଙ୍କିତ ଗ୍ରାମ ବାସୀ

0
628

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ବ୍ରହ୍ମପୁର ସୁକୁଣ୍ଡା ସ୍ଥିତ କାସିଆ ଦେଉଳ ଛକ ନିକଟରେ ମଧ୍ୟ ରାତ୍ର ରେ ଚନ୍ଦିନୀ ନିକଟରେ ଭାଲୁ ଦେଖିବାକୁ ମିଳିଛି। ଭାଲୁ ଟି ଛକ ନିକଟକୁ ଆସି ପୁଣି କୁଆଡେ ଚାଲିଯାଇଥିବା ଜଣାପଡିଛି। ଭାଲୁ ଭ୍ରମଣ କରିବା ସମୟରେ ସେଠାକାର ଏକ ଦୋକାନୀ ମାଲିକ ନିଜ ମୋବାଇଲ ରେ ଭିଡିଓ କରିଥିଲେ। ପୂର୍ବରୁ ମଧ୍ୟ ଅଂଚଳ ବାସୀ ଭାଲୁ କୁ ବହୁବାର ଦେଖିଥିବା ସହ ଆକ୍ରମଣର ଶିକାର ହୋଇଥିବା ସୂଚନା ମିଳିଥିଲା। ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।

LEAVE A REPLY

Please enter your comment!
Please enter your name here