ବେଗୁନିଆପଡ଼ା ବ୍ଳକ ସାମ୍ବାଦିକ ସଂଘ ବୈଠକ

0
651

ବେଗୁନିଆପଡ଼ା (ନ୍ୟୁଜ୍ଏକ୍ସଟ୍ର।) :-ବେଗୁନିଆପଡ଼ା ବ୍ଲକ ସମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଠାକୁରାଣୀ ମନ୍ଦିର ପରିସରରେ ଏକ ବୈଠକ ସଭାପତି ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ସମ୍ପାଦକ ଭଞ୍ଜ କିଶୋର୍ ମହାରଣା ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ବ୍ଲକ ସ୍ତରରେ ସାମ୍ବାଦିକ ମାନଙ୍କ ସୁରକ୍ଷା ଉପରେ ଗୁରୁତ୍ଵ ପ୍ରଦାନ କରାଯାଇଥିବା ବେଳେ ସାମାଜିକ ଉନ୍ନତି ପାଇଁ ସମସ୍ତେ ଆଗେଇ ଆସିବା ପାଇଁ ନିଷ୍ପତ୍ତି ନିଆଯାଇ ଥିଲା l ଏଥି ସହିତ ପ୍ରେସ କ୍ଲବ ର ନୁତନ କାର୍ଯ୍ୟାଳୟ ତୁରନ୍ତ ଆରମ୍ଭ ହେବା ନେଇ ନିଷ୍ପତ୍ତି ହୋଇଥିଲା l ବୈଠକରେ ଉପ ସଭାପତି ଦିବାକର ପ୍ରଧାନ, କୋଷାଧ୍ୟକ୍ଷ ପବିତ୍ର କୁମାର ରାଉତ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ

LEAVE A REPLY

Please enter your comment!
Please enter your name here