ଭ।ରତ ସରକ।ର ଅ।ଣିବ।କୁ ଯ।ଉଛନ୍ତି ନୁଅ। ନିୟମ ମଡେଲ୍ ଟେନ।ନ୍ସି ଅ।କ୍ଟ

0
698

ନୁଅ।ଦିଲ୍ଲି (ନ୍ୟୁଜ୍ଏକ୍ସଟ୍ର।) ଖୁବ୍ ଶିଘ୍ର ସରକ।ର୍ ଘର କିମ୍ବ। ଦୋକ।ନ ଭଡ। ଦେଉଥିବ। ଏବଂ ନେଉଥିବ। ବ୍ୟକ୍ତି ମ।ନଙ୍କ ପ।ଇ ଅ।ଣିବ।କୁ ଯ।ଉଛନ୍ତି । ଏହ।କୁ  ମଡେଲ୍ ଟେନ।ନ୍ସି ଅ।କ୍ଟ  କୁହ।ଯ।ଉଛି । ଘର ମ।ଲିକ ଏବଂ ଭଡ।ଟିଅ। ଉଭୟଙ୍କ ହିତକୁ ଦେଖି ସରକ।ର ଏହି ନିୟମ କ।ର୍ଯ୍ୟକ।ରି କରିବେ । ଏହି ଅ।ଇନ ଉପରେ କ।ର୍ଯ୍ୟ ଅନ୍ତିମ ପର୍ଯ୍ୟ।ୟରେ ଅଛି। ଏହି ଅ।ଇନ ଅଧିନରେ ଘର ମ।ଲିକ ମର।ମତି ତଥ। ଘରକୁ ନେଇ ଅନ୍ୟ ଯେକୌଣସି କ।ର୍ଯ୍ୟ କରିବ।ର ଥିଲେ ୨୪ ଘଣ୍ଟ। ଅ।ଗରୁ ଲିଖିତ ନୋଟିସ୍ ଦେବେ।  ଚୁକ୍ତିରେ ଥିବ। ସମୟସିମ। ପୁର୍ବରୁ ଭଡ।ଟିଅ।ଙ୍କୁ ସେ ପର୍ଯ୍ୟନ୍ତ ବ।ହ।ର କର।ଯ।ଇ ପ।ରିବ ନ।ହି ଯେପର୍ଯ୍ୟନ୍ତ ସେ କ୍ରମ।ଗତ ୨ମ।ସ ଭଡ। ଦେଇନଥିବେ। ଘରର ଅପବ୍ୟବହ।ର କରୁନଥିଲେ ତ।ଙ୍କୁ ନିର୍ଦ୍ଦ।ରିତ ସମୟସିମ। ପୁର୍ବରୁ ବ।ହ।ର କରଯ।ଇପ।ରିବ ନ।ହି । ଘର କିମ୍ବ। ଦୋକନ୍ ଭଡ।ରେ ଦେଉଥିବ। ଘର ମଲିକ୍ ସିକୁରିଟି ବ।ବଦରେ ଭଡ।ଟିଅ।ଙ୍କ ଠ।ରୁ ୨ ମସରୁ ଅଧିକ ଭଡ। ମ।ଗିପ।ରିବେ ନହି। ଭଟ।ଟିଅ। ଯଦି ଚୁକ୍ତି ଶେଷ ହେବ। ପରେ ବି ଘର ଖ।ଲି କରୁନ।ହନ୍ତି ତ।ହ। ହେଲେ ଘର ମ।ଲିକ୍ ୪ଗୁଣ ପର୍ଯ୍ୟନ୍ତ ମ।ସିକ ଭଡ। ମ।ଗିପ।ରିବେ । ଯଦି ନିର୍ଧ।ରିତ ସମୟ ମଧ୍ୟରେ ଭଡ।ଟିଅ। ଘର ଛ।ଡୁନ।ହନ୍ତି ତ।ହ।ହେଲେ ଘର ମ।ଲିକ ପରବର୍ତି ୨ ମ।ସ ପର୍ଯ୍ୟନ୍ତ୍ ୨ ଗୁଣ ଅଧିକ ଭଡ। ମ।ଗିପ।ରିବେ ଏବ ୨ ମ।ସ ପରେ ସେ ଚ।ରିଗୁଣ ଭଡ। ମ।ଗିପ।ରିବେ । ଏ ଅଧିକ।ର ତ।ଙ୍କୁ ଉକ୍ତ ଅ।ଇନ ବଳରେ ମିଳିପ।ରିବ । ଏହି ଅନୁସ।ରେ ଘରର ଢ।ଞ୍ଚ।କୁ ଦେଖ।ସୁଣ। କରିବ। ପ।ଇଂ ଉଭୟ ଘର ମ।ଲିକ ଏବଂ ଭଡ।ଟିଅ। ଦ।ୟିତ୍ୱବ।ନ ରହିବେ । ଯଦି ଘର ମ।ଲିକ ଢ।ଞ୍ଛ।ରେ କୌଣସି ପରିବର୍ତନ କରୁଛନ୍ତି , ତ।ହ।ହେଲେ କରିବ।ର ଗୋଟିଏ ମ।ସ ପରେ ତ।ଙ୍କୁ ଘରଭଡ। ବଢେଇବ।ର ଅନୁମତି ମିଲିବ । କିନ୍ତୁ ଏହ। ପୁର୍ବରୁ ଭଡ।ଟିଅ।ଙ୍କୁ ଜଣେଇବ।କୁ ହେବ । ଏହି ଅ।ଇନ ର।ଜ୍ୟଗୁଡିକର ଇଛ।ଧିନ ଅଟେ । ର।ଜ୍ୟ ସରକ।ର ଚ।ହିଲେ ଏହି ଅ।ଇନକୁ ଲ।ଗୁ କରିପ।ରିବେ ।

 

ଭଡ।ଟିଅ। ଏବଂ ଘରମ।ଲିକଙ୍କ ମଧ୍ୟରେ ଥିବ। ସମ।ଧ।ନ୍ ପ।ଈ ସ୍ତ।ପନ ହେବ ରେଣ୍ଟ୍ କୋର୍ଟ୍ । ର।ଜ୍ୟଗୁଡିକରେ ଏଭଳି କୋର୍ଟ୍ ସ୍ତ।ପନ କରଯ।ଇ ଏଭଳି ମ।ମଲ। ସମ।ଧନ କର।ଯିବ । ମଡେଲ୍ ଟେନ।ନ୍ସି ଅ।କ୍ଟ କିପରି ସଫଳ ରୁପ।ୟନ ହେବ ତ।ହ। ଉପରେ ଏହି କୋର୍ଟ୍ ନଜର୍ ରଖିବ।

LEAVE A REPLY

Please enter your comment!
Please enter your name here