ନୂତନ ଟ୍ରାଫିକ ଥାନା ଅଧିକାରୀ ହେଲେ ସୁନୀଲ ବେହେରା

0
649

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ/ପ୍ରଣୟ ପଣ୍ଡା) : ଶ୍ରୀଯୁକ୍ତ ସୁନୀଲ କୁମାର ବେହେରା ନୂତନ ଟ୍ରାଫିକ ଥାନା ଭାରପ୍ରାପ୍ତ ଅଧିକାରୀ ଭାବେ ଯୋଗଦାନ କରିଛନ୍ତି l ନୂତନ ଟ୍ରାଫିକ ଥାନା ଅଧିକାରୀ ସୁନୀଲ କୁମାର ବେହେରା ପୂର୍ବରୁ ସେ ଖଲିକୋଟ ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ l ତାଙ୍କୁ ଥାନାର ସମସ୍ତ କର୍ମଚାରୀ ସ୍ୱାଗତ କରିଛନ୍ତି l ଏହି ନୂତନ ଦାୟିତ୍ୱ ନେବା ପରେ ସେ ସହରର ଟ୍ରାଫିକ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦେବା ସହ ଟ୍ରାଫିକ ନିୟମ ଉଲଘଂନକାରୀଙ୍କ ଉପରେ ଦୃଢ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି |

LEAVE A REPLY

Please enter your comment!
Please enter your name here