ବାରୀକୁମ୍ପା ରେ ସ୍ୱଚ୍ଛ ଭାରତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

0
694

କନ୍ଧମାଳ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):କନ୍ଧମାଳ. ଜିଲ୍ଲା ଖୁଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ବଲସ୍କୁମ୍ପା ପଞ୍ଚାୟତ ର ବାରୀକୁମ୍ପା ଗ୍ରାମର ମା ବ୍ୟାଘ୍ରଦେବୀ ଯୁବକଳା ପରିଷଦ ତରଫରୁ ବାରୀକୁମ୍ପା ଠାରେ ଥିବା ସ୍ୱାସ୍ତ୍ୟ କେନ୍ଦ୍ର ଓ ବିଶ୍ରାମା ଗାର ସଫା ସୁତରା କରିବା ସହିତ ବୃକ୍ଷରୋପଣ ମଧ୍ୟ କରାଯାଇଛି । ଏହି ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଟି ସଭାପତି ବିବାନ ଗଣ୍ଡା, ଉପ ସଭାପତି ଆଲୋକ ଗଣ୍ଡା, ସମ୍ପାଦକ ରାଜକିଶୋର ବେହେରା, ସହ ସମ୍ପାଦକ ଓ ବ୍ଲକ୍ କଡ଼ିନେଟର୍ ଦିନବନ୍ଧୁ ଗଣ୍ଡା, A N M , ଡକ୍ଟର ନୀଳକଣ୍ଠ ବେହେରା, ଫର୍ମାସିଷ୍ଟ ବିଭୁତି ଭୂଷଣ ସାହୁ ଉପସ୍ତିତ ରହିବା ସହିତ ଆଶା କର୍ମୀ ଏବଂ ତିନୋଟି S H G ଗ୍ରୁପ ର ମା ମାନେ ଏହି ବୃକ୍ଷରୋପଣ ଓ ସଫେଇ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ।ସାମ୍ବାଦିକ କୁନା ଦିଗାଲ ମଧ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here