ଜୁଆ ଆଡା ଚଢ଼ାଉ ପାଞ୍ଚ ଗିରଫ

0
665

କନ୍ଧମାଳ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ଫୁଲବାଣୀ ସହର ନିକଟସ୍ଥ ଡାକପାଲା ଠାରେ ପାଞ୍ଚ ଜଣ ଲୋକ ଜୁଆ ଖେଳୁଥିବା ସମୟରେ ଟାଉନ ପୋଲିସ ପହଞ୍ଚି ସେମାନଙ୍କୁ ଗିରଫ କରିବା ସହ ୨୫ ହଜାର ଟଙ୍କା ଜବତ କରିଛି ଏବଂ ଏକ ମାମଲା ରୁଜୁ କରିଛି କେସ ନମ୍ବର ୧୪୩ /୧୯ ।ଗିରଫ ବ୍ୟକ୍ତି ମାନେ ହେଲେ ପବିତ୍ର ପ୍ରଧାନ,ମନୋଜ ପ୍ରଧାନ,ମଧୁସୂଦନ ବେହେରା,ବିଶ୍ୱନାଥ ନାୟକ।ଆହୁରି ବିଭିନ୍ନ ସ୍ଥାନରେ ମଧ୍ୟ ଜୁଆ ଖେଳ ଛାଲିଥିବା ଜଣାପଡୁଛି।ଫୁଲବାଣୀ ହାଟପଦା ଠାରେ ମଧ୍ୟ ଟାଇମ ପାସ କହି ଲୁକ୍କାୟିତ ଭାବରେ ଟଙ୍କା ରଖି ସିକେନ୍ସେ ଖେଳୁଛୁ ବୋଲି ଲୋକଙ୍କୁ କହୁଥିବା ଶୁଣିବାକୁ ମିଳୁଛି।ପୋଲିସ ପେଟ୍ରୋଲିଙ୍ଗ ଆହୁରି ଅଧିକ କରନ୍ତୁ ବୋଲି ବୁଦ୍ଧି ଯିବି ମାନେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here