ବର୍ଷାର ମଜା ନେଉଛନ୍ତି ଜୁବପିଢି

0
682

ଭୁବନେସ୍ୱର୍; ଅସହ୍ୟ ତାତି ପରେ ଏବେ ଓଡିଶ।ରେ ମୌସୁମୀ ଦସ୍ତକ ଦେଇଛି। ଭୁବନେସ୍ୱର୍ ରେ ଏବେ ମୁଷଳଧାର ବର୍ଷା ହେଉଛି।ବର୍ଷାର ମଜା ଭୁବନେସ୍ୱର୍ ଲୋକ ଭରପୁର ଉଠାଉଛନ୍ତି।ଯିଏ ଯାହା ବାଟରେ ବର୍ଷାର ମଜା ନେଉଛନ୍ତି।

LEAVE A REPLY

Please enter your comment!
Please enter your name here