ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ରାମକୃଷ୍ଣ ରଥଙ୍କ ଦ୍ଵାଦଶ କାର୍ଯ୍ୟ

0
675

ଆସିକା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ହୋଇଯାଇଛି ରାଧାଦେଇପୁର ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ରାମକୃଷ୍ଣ ରଥଙ୍କ ଦ୍ଵାଦଶ କାର୍ଯ୍ୟ ସଂପହ୍ନ ହୋଇଯାଇଛି । ଏହି କାର୍ଯ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମୀ ଚରଣ ପାତ୍ର,ନିରାକାର ପ୍ରଧାନ, ଦୁର୍ଗା ପାଢ଼ୀ,ମୁକୁନ୍ଦି ବରାଡ଼,ପ୍ରଦୀପ ସ୍ବାଇଁ, ଆଲୋକ ପ୍ରଧାନ, ରାମ ଚନ୍ଦ୍ର ପ୍ରଧାନ,ସୀମାଞ୍ଚଳ ଗୌଡ଼,ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା, ଆଲୋକ ପ୍ରଧାନ, ବାଲ୍ମୀକି ପ୍ରଧାନ, ଡାକ ଜେନା,ବାଉରୀ ପ୍ରଧାନ ପ୍ରମୁଖ ଯୋଗଦେଇଛନ୍ତି । ତାଙ୍କର ଏହି ଅକାଳ ବିୟୋଗରେ ଦୁଃଖରେ ମ୍ରିୟମାଣ ହୋଇଥିବା ଶୋକାକୁଳ ସପରିବାରବର୍ଗଙ୍କୁ ସାନ୍ତ୍ଵନା ଦେବା ସହ ଅମର ଆତ୍ମାର ସଦଗତି ପ୍ରାପ୍ତି ନିମନ୍ତେ ଜଗତର ନାଥ ଜଗନ୍ନାଥଙ୍କ ଶ୍ରୀ ଚରଣରେ ନୀରବ ପ୍ରାର୍ଥନା କରିଥିଲେ ।

LEAVE A REPLY

Please enter your comment!
Please enter your name here