ତାରାତାରିଣୀ ମହାବିଦ୍ୟାଳୟରେ ଓରିଏଣ୍ଟେସନ କାର୍ଯ୍ୟକ୍ରମ

0
681

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ତାରାତାରିଣୀ ମହାବିଦ୍ୟାଳୟ ପରିସରରେ ଯୁକ୍ତ ତିନି ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରଛାତ୍ରୀମାଙ୍କୁ ନେଇ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ମୁଖ୍ୟ ଅଥିତି ରୂପେ କଲେଜେ ଅଧ୍ୟକ୍ଷ ସୀମାଞ୍ଚଳ ପଟ୍ଟନାୟକ ଯୋଗଦେଇ ଚାତ୍ରଛାତ୍ରୀମାନଙ୍କୁ ସିବିଏସଇ ସିଲାବସ ଏବଂ ପରୀକ୍ଷା ସମ୍ପର୍କରେ ବୁଝାଇଥିଲେ | ଏଠାରେ ବିଭିନ୍ନ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ | ପ୍ରାଣୀ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ କୁମାର ସାହୁ,ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡକ୍ଟର ମମତା ଶତପଥୀ,ରସାୟନ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡକ୍ଟର ଅଜିତ ମିଶ୍ର ଓ ଡକ୍ଟର ରମେଶ ସେନାପତି ଏହି ଅବସରରେ ମଂଚାସୀନ ଥିଲେ |

LEAVE A REPLY

Please enter your comment!
Please enter your name here