ଛତ୍ରପୁର ଶ୍ରମ କାର୍ଯ୍ୟାଳୟ ପରିସର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0
150

ଛତ୍ରପୁର: ପରିବେଶ ସୁରକ୍ଷା ନିମନ୍ତେ ଜିଲ୍ଲାର ବିଭିନ୍ନ ସ୍ଥାନ ରେ ଚାଲିଛି ବନ ମହୋତ୍ସବ କାର୍ଯ୍ୟକ୍ରମ, ଏହି ପରିପ୍ରେକ୍ଷୀରେ ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପରିସର ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ ସୁମିତ୍ରା ମାଝୀ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହିତ ବୃକ୍ଷ ର ଯତ୍ନ ନେବା ନିମନ୍ତେ ପରାମର୍ଶ ଦେଇଥିଲେ, ଏହି କାର୍ଯ୍ୟକ୍ରମ ରେ ସହକାରୀ ଶ୍ରମ ଅଧିକାରୀ ଵି. ହୃଷିକେଶ ରାଓ, ନିର୍ମାଣ ଶ୍ରମିକ ସଂଘ ର ପଞ୍ଚିକୃତ ୟୁନିୟନ ର ମିନତୀ ପାତ୍ର, ସିମାଞ୍ଚଳ ନାହାକ, କାଳୁ ଚରଣ ନାୟକ,ଲକ୍ଷ୍ମୀ ପ୍ରିୟା ବେହେରା ଓ ଯୁଧିଷ୍ଠିର ପାତ୍ର ପ୍ରମୁଖ ଉପସ୍ଥିତ ରହି ଗୋଟାଏ ଗୋଟାଏ ବୃକ୍ଷ ରୋପଣ କରିଥିଲେ

LEAVE A REPLY

Please enter your comment!
Please enter your name here