ବ୍ରହ୍ମପୁର ଉତ୍କଳ ଆଶ୍ରମ ରୋଡ ଦୁର୍ଗାପୂଜା କମିଟି ପକ୍ଷରୁ ଶୁଭଖୁଣ୍ଟି ସ୍ଥାପନ

0
732

ବ୍ରହ୍ମପୁର (ନ୍ୟୁଜ ଏକ୍ସଟ୍ରା): ବ୍ରହ୍ମପୁର ଉତ୍କଳ ଆଶ୍ରମ ରୋଡ ଦୁର୍ଗାପୂଜା କମିଟି ପକ୍ଷରୁ ଶୁକ୍ରବାର ଦିନ ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି l ଗତ ୩ ତାରିଖରୁ ୫ ଦିନ ପଯ୍ୟନ୍ତ ଦୁର୍ଗାପୂଜା ଅନୁଷ୍ଠିତ ହେବ l କମିଟି ପକ୍ଷରୁ ଭକ୍ତ ମାନଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା କରାଯିବ ବୋଲି କମିଟି ର ସଭାପତି ହୃଷିକେଶ ମହାପାତ୍ର କହିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ କାଯ୍ୟକାରୀ ସଭାପତି ଅଶୋକ କୁମାର ପାଠୀ,ଉପ ସଭାପତି ପ୍ରଦୀପ କୁମାର ଶତପଥି, ସମ୍ପାଦକ ନସୃ ଜେନା, ଯୁଗ୍ମ ସମ୍ପାଦକ ଗଣେଷ ପଟ୍ଟନାୟକ, କୋଷାଧକ୍ଷ ପ୍ରଦୀପ କୁମାର ପାଢ଼ୀ, କମିଟି ଉପଦେଷ୍ଟା ଜଗଦୀଶ ସାହୁ, ପବିର ପାତ୍ର, ଜଗନ୍ନାଥ ପାଣିଗ୍ରାହୀ, କମିଟି ସଭ୍ୟ ମେମ୍ବର ଧନୁଧର ସାହୁ, ମନୋଜ କୁମାର ବାଡ଼ତ୍ୟାଆ, ପ୍ରଦୀପ କୁମାର ପ୍ରଧାନ, ଗୋପାଳ ବେହେରା, କପିଳ ପାଢ଼ୀ, ନିଲୁ ବେହେରା, ଦୀନେଶ ପଟ୍ଟନାୟକ, ସଂଗ୍ରାମ ପାଢ଼ୀ, ଜିତେସ ପଟ୍ଟନାୟକ ସହ ଅଞ୍ଚଳର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here