୨୮ ଲକ୍ଷ ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ

0
316

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଙ୍କ ରାଇଘର ବ୍ଲକ ମାରାଥନ୍ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ୨୮ଲକ୍ଷ ଟଙ୍କା ର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି। ରାଇଘର ଖୁଟୁଗାଁ ଗାୟତ୍ରୀ ମନ୍ଦିର ଚେତନା କେନ୍ଦ୍ର ପାଇଁ ୫ଲକ୍ଷ ଟଙ୍କା ,ହାଟଭରଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ୩ଲକ୍ଷ ଟଙ୍କା,ଖାଲେପାରା କଂକ୍ରିଟ ରାସ୍ତା ପାଇଁ ୩ଲକ୍ଷ ଟଙ୍କା,ହାଟମହଲି ରଙ୍ଗମଞ୍ଚ ନିର୍ମାଣ ନିମନ୍ତେ ୨ଲକ୍ଷଟଙ୍କା, ସନାରପାରା ହନୁମାନ ମନ୍ଦିର ନିର୍ମାଣ ନିମନ୍ତେ ୨ଲକ୍ଷଟଙ୍କା ,ରାଵନାଗୁଡା ଗାୟତ୍ରୀ ମନ୍ଦିର ନିର୍ମାଣ ନିମନ୍ତେ ୫ଲକ୍ଷଟଙ୍କା ,ହାଟଭରଣ୍ଡି କ୍ଷେତ୍ରିୟ ଗଣ୍ଡ ସମାଜ ଭବନ ନିର୍ମାଣ ନିମନ୍ତେ ୩ଲକ୍ଷ ଟଙ୍କା,ଝଟିଆରପାରା ରାମଚରିତ ମାନସ ପିଣ୍ଡି ନିମନ୍ତେ ୩ଲକ୍ଷ ଟଙ୍କା,ଧୁଙ୍ଗିଆ ଡିହି କମୁନିଟି ସେଣ୍ଟର ନିର୍ମାଣ ନିମନ୍ତେ ୨ଲକ୍ଷ ଟଙ୍କା ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ରାଇଘର ବ୍ଲକ ଅଧ୍ୟକ୍ଷା ବିନ ଗଣ୍ଡ, ଉପାଦକ୍ଷ ବିଶ୍ୱନାଥ ସିଲ୍, ବିଧାୟକ ପ୍ରତିନିଧି ଶିଵନାଥ ବେନାର୍ଜି,୩ନମ୍ୱର ଜିଲ୍ଲା ପରିଷଦ ସଭ୍ୟ ସୁଦର୍ଶନ ମାଝୀ,୧ନମ୍ୱର ଜନ ଜିଲ୍ଲା ପରିଷଦ ସଭ୍ୟା ଦେଉକୁମାରୀ ଗଣ୍ଡ,ହାଟଭରଣ୍ଡି ସରପଞ୍ଚ ମନସୁରାମ ଗଣ୍ଡ,ଖୁଡୁକ ସରପଞ୍ଚ ତ୍ରିବେଣୀ ଗଣ୍ଡ,କାଉଡଲା ସରପଞ୍ଚ ଡିଗମ ଗଣ୍ଡ,ହାଟଭରଣ୍ଡି ମଣ୍ଡଳ ସଭାପତି ଶିବ କୁମାର ଗଣ୍ଡ, ରାଇଘର ମଣ୍ଡଳ ସଭାପତି ମନୋହର ଦଣ୍ଡସେନା, ବିଧାୟକ ଙ୍କ ସହଯୋଗୀ ଶ୍ୟାମଲାଲ କଲାର,ରାଇଘର ଯୁବ ମୋର୍ଚ୍ଚା ସଭାପତି ଯୋଗୀ ପାଇକ,ହାଟଭରଣ୍ଡି ଯୁବ ମୋର୍ଚ୍ଚା ସଭାପତି ପୂର୍ଣ୍ଣ ଗଣ୍ଡ, ତିରୁପତି ପାତ୍ର,ଏମଡି ଆସଲମ ଏବଂ ଭାରତୀୟ ଜନତା ପାର୍ଟି ର ଜୈଷ୍ଠ ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ୍- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here