ଅନୁଶ୍ରୀ ଛତ୍ରପୁର ଏନଏସି ଟପ୍ପର

0
189

ଛତ୍ରପୁର: ସ୍ଥାନୀୟ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ଛାତ୍ରୀ ଅନୁଶ୍ରୀ ସାହୁ ସଦ୍ୟତମ ପ୍ରକାଶିତ ଦଶମ ଶ୍ରେଣୀର ବାର୍ଷିକ ବୋର୍ଡ ପରୀକ୍ଷାରେ ୫୫୩ ନମ୍ବର (୯୨.୧୬%)ରଖି ଛତ୍ରପୁର ଏନଏସି ଟପ୍ପର ହୋଇଛନ୍ତି। ସେହିପରି ବିଦ୍ୟାଳୟର ମୋଟ ୮୨ ଜଣ ଙ୍କ ମଧ୍ଯରୁ A1 ୧ଜଣ,A2 ୨୦ଜଣ,B1 ୩୮ ଜଣ, B2 ୨୦ଜଣ ଓ C ୩ଜଣ ଏହିପରି ୧୦୦% ରେଜଲ୍ଟ ହୋଇଛି। ଅନୁଶ୍ରୀଙ୍କ ଏହି ସଫଳତା ତଥା ସମସ୍ତ ଉତ୍ତିର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ପରିଚାଳନା କମିଟିର ସମସ୍ତ ସଦସ୍ୟ,ଗୁରୁଜୀଗୁରୁମା ଓ ପ୍ରଧାନାଚାର୍ଯ୍ଯ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ଉତ୍ତୋରତର ଉନ୍ନତି କାମନା କରିଛନ୍ତି

LEAVE A REPLY

Please enter your comment!
Please enter your name here