ବୁଗୁଡ଼ା ଠାରେ ଶ୍ରମ ଓ ନିଯୁକ୍ତି ଏବଂ ରାଜ୍ୟ ବୀମା ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

0
554

ବୁଗୁଡ଼ା : ରବିବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଠାରେ ନିଖିଳ ଓଡିଶା ବାଣାୟତ୍ତ ଓଡ଼ିଆ ସମାଜ ତରଫରୁ ରାଜ୍ୟ ଶ୍ରମ ଓ ନିଯୁକ୍ତି ଏବଂ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ସାହୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ବୁଗୁଡ଼ା ନଗରପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଗଞ୍ଜାମ ଜିଲ୍ଲା ବାଣାୟତ୍ତ ଓଡ଼ିଆ ସମାଜ ସମସ୍ତ ତାଲୁକାର କର୍ମକର୍ତା ଉପସ୍ଥିତ ରହି ମାନ୍ୟବର ମନ୍ତ୍ରୀ ଶ୍ରୀ ସାହୁଙ୍କୁ ଉତ୍ତରୀୟ ସହ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିଥିଲେ l ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ l

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here