କେ. ସିତାପୁର ଗ୍ରାମ ପଞ୍ଚାୟତ ରେ କେ.ତେଜେଶ୍ୱର ରାଓ ନବନିର୍ବାଚିତ ସରପଞ୍ଚ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି

0
254

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କୁରିଗାମ ଶୀତାପୁରୁ ଗ୍ରାମ ପଞ୍ଚାୟତ ରେ ନବନିର୍ବାଚିତ ତଥା ଗତ ଫେବୃଆରୀ 22 ତାରିଖ ରେ ହୋଇଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଜେଡ଼ି ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିବା ଏବଂ ସେଠାରେ କେ.ତେଜେଶ୍ୱର ରାଓଙ୍କୁ ବିପୁଳ ସଂଖ୍ୟା ରେ ଭୋଟ ପାଇ ବିଜୟ ଲାଭ କରିଥିଲେ । ଏହି ଅବସରରେ ଆଜି ଦିନରେ ସେ ପୁର୍ବତନ ସରପଞ୍ଚ ପ୍ରାର୍ଥୀ ଶ୍ରୀମତୀ ଉରୀୟାନୀ ଶବର ଙ୍କ ଠାରୁ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ କହିଛନ୍ତି କି ସେ ଲୋକ ଙ୍କ ସହ ମିଶି ରହିବେ ଏବଂ ଯଥା ଶକ୍ତି ସେ ଲୋକମାନଙ୍କ ପାଇଁ କାର୍ଯ୍ୟ କରିବେ ବୋଲି ଲୋକଙ୍କ ଗହଣ ରେ ଶପଥ ପାଠ କରିଛନ୍ତି ।ଏଇ ପରିପ୍ରେକ୍ଷୀରେ ଲୋକମାନଙ୍କ ଗହଣ ରେ ବର୍ତ୍ତମାନ ସରପଞ୍ଚଙ୍କୁ ପଞ୍ଚାୟତ ବାସିନ୍ଦା ବହୁ ସଂଖ୍ୟା ରେ ସ୍ବାଗତ ସମ୍ବର୍ଦ୍ଧନା ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here