କୋଦଳା ଏନଏସି ର ୧୧ ନମ୍ବର ୱାର୍ଡରୁ ସ୍ଵାଧୀନ କାଉନସିଲର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ ବରିଷ୍ଠ ସାମ୍ବାଦିକ ଭଗବାନ

0
390

ବ୍ରହ୍ମପୁର : ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଥିବା ବେଳେ ଅଧିକାଂଶ ପ୍ରାର୍ଥୀ, ପ୍ରାର୍ଥିନୀ ଆଜି ନିଜ ନିଜ ର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ୧୧ ନମ୍ବର ୱାର୍ଡ ରେ ସ୍ଵାଧୀନ କାଉନସିଲର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ବରିଷ୍ଠ ସାମ୍ବାଦିକ ଶ୍ରୀ ଭଗବାନ ପାଢୀ । ଶ୍ରୀ ପାଢୀ ଭୋଟରଙ୍କୁ ସଚେତନ କରାଇବା ସହ ସ୍ବଚ୍ଛ, ଓ ଦୁର୍ନୀତି ମୁକ୍ତ, ସଶକ୍ତ ୱାର୍ଡ଼ ଗଠନ କରିବା ପାଇଁ ତାଙ୍କୁ ଭୋଟ୍ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here