୨୪ ଘଣ୍ଟା ମଧ୍ୟରେ ଡକାୟତି ଟଙ୍କା ଜବତ, ୩ ଗିରଫ

0
449

ରମ୍ଭା:ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ପୋଲିସକୁ ସଫଳତା ମିଳିଛି । ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରାଙ୍କ ତତ୍ୱବିଧାନରେ ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୪ ଘଣ୍ଟା ମଧ୍ୟରେ ଡକାୟତି ମାମଲାରେ ସଫଳତା ମିଳିଛି । ଲୁଟ ହୋଇଥିବା ୩ଲକ୍ଷ ୭୦ହଜାର ଟଙ୍କା ଜବତ କରିବା ସହ ସଂପୃକ୍ତ ଥିବା ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ରମ୍ଭା ପୋଲିସ । ଏହି ଡକାୟତି ମାମଲା କେସ ନମ୍ବର ୫୬୩/୨୦୨୧ରେ ରୁଜୁ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here