ଗୌଞ୍ଜୁ ରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ମନ୍ତ୍ରୀ

0
331

ବ୍ରହ୍ମପୁର:ଗତକାଲି ମୁଖ୍ୟମନ୍ତ୍ରୀ ଗଂଜାମ ଜିଲ୍ଲା ଶକ୍ତି ପୀଠ ମା ତାରାତାରିଣୀ ଠାରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ର ଶୁଭାରମ୍ଭ କରିଥିବା ବେଳେ ଆଜି ରଙ୍ଗେଇଲୁଣ୍ଡା ବ୍ଲକ ରେ ହରିଜନ ଓ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକା ବିଭିନ୍ନ ପଂଚାୟତ କୁ ମାରାଥନ ଗ୍ରସ୍ତ କରି କାର୍ଡ ବାଣ୍ଟିଛନ୍ତି।ଏହି କ୍ରମ ରେ ଆଜି ଗୌଞ୍ଜୁ ଠାରେ ପହଂଚି ସେ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ସହ ଆଗାମୀ ଦିନରେ ଏହା ଦ୍ୱାରା ଅନେକ ସାଧାରଣ ଲୋକେ ଉପକୃତ ହେବେ ବୋଲି କହିଥିଲେ।କାର୍ଯ୍ୟକ୍ରମ ରେ ବିଡ଼ିଓ ପ୍ରସନ୍ନ ପାତ୍ର,ଜିଲା ପରିଷଦ ସଦସ୍ୟ ମିଲୁ ମହାନ୍ତି, ସରପଞ୍ଚ ବାସନ୍ତୀ ମହାରଣା,ସମିତି ସଭ୍ୟା ସବିତା ରଣା, ପି ଈ ଓ ନିରଞ୍ଜନ ଖାଡଙ୍ଗା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here