ବିଡ଼ିଓଙ୍କ ଭୋଟ ତାଲିକା ସଂଶୋଧନ କେନ୍ଦ୍ର ପରିଦର୍ଶନ

0
306

ବେଗୁନିଆପଡା: ବେଗୁନିଆପଡା ବିଡ଼ିଓ ସୁଶ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ଭୋଟ ତାଲିକା ସଂଶୋଧନ କେନ୍ଦ୍ର ପରିଦର୍ଶନ କରିଛନ୍ତି ।ବ୍ଲକର ଚିଙ୍ଗୁଡ଼ିଖୋଲ, ମର୍ଦ୍ଧକୋଟ ଓ ଚନ୍ଦନପୁର ଗ୍ରାମପଞ୍ଚାୟତର ଭୋଟ ତାଲିକା ସଂଶୋଧନ କେନ୍ଦ୍ର ପରିଦର୍ଶନ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରି ବୁଝିଥିଲେ । ଅନ୍ୟପଟେ ଏବିଡ଼ିଓ ନିରଞ୍ଜନ ବେହେରା ମଧ୍ୟ ବେଗୁନିଆପଡା, ଖଣ୍ଡିଆନଇ ଓ ବରିଡା ପଂଚାୟତର ଭୋଟ ତାଲିକା ସଂଶୋଧନ କେନ୍ଦ୍ର ପରିଦର୍ଶନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here