ବାଇକ ଧକ୍କା ରେ ବୃଦ୍ଧ ଗୁରୁତର

0
234

ଭଞ୍ଜନଗର : ଭଞ୍ଜନଗର ଥାନା ଅଧୀନ ମଳାସପଦର ରାସ୍ତାରେ ଜଣେ ବୃଦ୍ଧ ଙ୍କୁ ବାଇକ ଧକ୍କା ଦେବା ଫଳରେ ସେ ଗୁରୁତର ଆହତ ହୋଇ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଶାଲୁଆପଲି ଗ୍ରାମର ସେକ ସୁବାନ (୭୦) ଚାଲି ଚାଲି ଆଜି ସକାଳ ସମୟରେ ଜିଲୁଣ୍ଡି ପଟେ ଆସୁଥିବା ବେଳେ ଏହି ସମୟରେ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here