ତିନି ଛକିଆ ରେ ଚାଲିଥିବା ଜୁଆ ଆଡାରେ ପୋଲିସ ଚଢ଼ାଉ,୨ ଗିରଫ

0
214

ଭଞ୍ଜନଗର :ତାରସିଂ ଥାନା ଅଧୀନ ତିନି ଛକିଆ ରେ ମଙ୍ଗଳବାର ମଧ୍ୟାହ୍ନରେ ଜୁଆ ଖେଳ ଚାଲିଥିବା ଖବର ପାଇ ତାରସିଂ ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ ଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ଜୁଆ ଆଡାରେ ଚଢ଼ାଉ କରିଥିଲା। ଦୁଇଜଣ ସ୍ଥାନୀୟ ଜୁଆଡି ଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ନଗଦ ୧୧ ହଜାର ୬୦୦ ଟଙ୍କା ଜବତ ହୋଇଛି। କେସ ନମ୍ବର ୨୭୮/୨୧ ରେ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ ପ୍ରକାଶ କରିଛନ୍ତି

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here