କ୍ଷେତ୍ରୀୟବରପୁର ପଞ୍ଚାୟତ ବିଜେଡ଼ି ସାଙ୍ଗଠନିକ ବୈଠକ

0
236

ବେଲଗୁଣ୍ଠା:ଗୋବରା ବୈକୁଣ୍ଠନାଥ ମନ୍ଦିର ଠାରେ କ୍ଷେତ୍ରୀୟବରପୁର ପଂଚାୟତ ର ବିଜୁ ଜନତା ଦଳ ସାଙ୍ଗଠନିକ ବୈଠକ ସଭାପତି ବଳରାମ ଗୌଡ଼ ଅଧକ୍ଷତା ଅନୁଷ୍ଠିତ ହୋଇଯାଇଛି l ଅତିଥି ରୂପେ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ କୁଞ୍ଜବିହାରୀ ନାୟକ, ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼, ସମିତି ସଭ୍ୟ ପ୍ରତିନିଧି ରଙ୍କନିଧି ପରିଚ୍ଛା ଯୋଗଦେଇ ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଗୁରୁ ମନ୍ତ୍ର ଦେଇଥିଲେ l ପଂଚାୟତ ବିଜେଡ଼ି ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ସହ ବିବରଣୀ ପଠନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଦେବରାଜ ସ୍ୱାଇଁ, ସନ୍ତୋଷ ଗୌଡ଼, ସୁରେନ୍ଦ୍ର ଗୌଡ଼, ତ୍ରିନାଥ ନାୟକ, ଜୁରେଶ୍ୱର ସ୍ୱାଇଁ, କାର୍ତ୍ତିକେଶ୍ୱର ପରିଡ଼ା, ପୁରୋଷତ୍ତମ ପଟ୍ଟନାୟକ, କାଳୁଚରଣ ବେହେରା, କୃଷ୍ଣଚନ୍ଦ୍ର ନାୟକ, ଖଦାଳ ଭୂୟାଁ ପ୍ରମୁଖ ଯୋଗ
ଦେଇ ଆଲୋଚନା ଭଗନେଇଥିଲେ l
ଶେଷରେ ପଂଚାୟତ ଡିଜିଟାଲ ସମ୍ପାଦକ ଶ୍ରୀକାନ୍ତ କୁମାର ଗୌଡ଼ ଧନ୍ୟବାଦ ଦେଇଥିଲେ l୤

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here