ଭରଦ୍ଵାଜ ପ୍ରତିଷ୍ଠାନର ସ୍ବାସ୍ଥ୍ୟ ଶିବିର

0
236

ବ୍ରହ୍ମପୁର:ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁଙ୍କ ସହାୟତାରେ ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ୍ତ ଆଦି ରୋଗୀଙ୍କୁ ପରୀକ୍ଷା କରି ଚିକିତ୍ସା, ପରlମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଏଠାରେ ପ୍ରତ୍ୟେକ ସୋମବାର ସକାଳେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୁଏ l ସମସ୍ତ ଖର୍ଚ୍ଚ ବହନ କରିଥିଲେ ଶ୍ରୀ ଜୟନ୍ତୀଲାଲ ନରସି ଚୌହାନ l ଶିବିର ପରିଚାଳନାରେ ଗୌରୀ ପ୍ରସାଦ ପରିଚ୍ଛl, ଭଗବାନ ପ୍ରସାଦ ପରିଚ୍ଛା ମନ୍ଦିର କମିଟି ସଭ୍ୟ ସଭ୍ୟା ସହଯୋଗ କରିଥିଲେ l ଏହାର ସୁଯୋଗ ନେବାକୁ ମନ୍ଦିର କମିଟି ଅନୁରୋଧ କରିଛନ୍ତି l

LEAVE A REPLY

Please enter your comment!
Please enter your name here