ଡାବୁଗାଁ ବ୍ଲକର ଦୁଇ ବରିଷ୍ଠ ବିଜେଡି ନେତା ଜିଲ୍ଲା ସମ୍ପାଦକ ଏବଂ ଜିଲ୍ଲା ଉପ ସଭାପତି ଭାବରେ ମନୋନୀତ

0
357

ଡାବୁଗାଁ(ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ର ଦୁଇ ବରିଷ୍ଠ ବିଜେଡି ନେତା ଜିଲ୍ଲା ସମ୍ପାଦକ ଏବଂ ଜିଲ୍ଲା ଉପ ସଭାପତି ଭାବରେ ମନୋନୀତ କରାଯାଇଛି। ଡାବୁଗାଁ ବ୍ଲକର ଏମ.ବୁଲୁ ରାଓ ଙ୍କୁ ଜିଲ୍ଲା ସଂପାଦକ ଭାବେ ଏବଂ ଇନ୍ଦ୍ର ଭତ୍ରାଙ୍କୁ ଜିଲ୍ଲା ଉପସଭାପତି ଭାବରେ ମନୋନୀତ କରିଥିବାରୁ ମାନ୍ୟବର ଶ୍ରୀଯୁକ୍ତ ରାଜ୍ୟ ସଭାପତି , ଜିଲ୍ଲା ସଭାପତି ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ବିଧାୟକ ମନୋହର ରନ୍ଦାରୀ ଙ୍କୁ ଡାବୁଗାଁ ବିଜୁଜନତା ଦଳ ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର ତରଫରୁ ଓ ଡାବୁଗାଁ ବ୍ଲକ ବିଜୁ ଜନତା ଦଳ ତରଫରୁ କୃତଜ୍ଞତା ଜଣାଇଛନ୍ତି।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here