ଗଞ୍ଜେଇ ଜବତ ମାମଲାରେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

0
360

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବାଦର୍ଖପଲି ଗ୍ରାମରେ ଗତକାଲି କୋଦଳା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୫୭୦ କିଗ୍ରା ଗଞ୍ଜେଇ ଜବତ କରାଯିବା ଘଟଣାରେ ଆଜି ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କେଶ୍ ନମ୍ବର ୪୭୮/ତା ୧୬.୯.୨୦୨୧ ଅନୁସାରେ ୨୦(ବି)ସି/୨୫/୨୬(ଏନ ଡି ପି ସି)ଦଫାରେ ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here