ଯୁବ ଆଇନଜୀବୀଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ

0
324

ବ୍ରହ୍ମପୁର :ଆଜି ଗଞ୍ଜାମ ଓକିଲ ସଂଘର କନଫରେନ୍ସ ହଲ୍ ଠାରେ ଯୁବ ଆଇନଜୀବୀ ହିମାଂଶୁ ଦେଓ ଙ୍କ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘ ସଭାପତି ଜନାର୍ଦ୍ଦନ ସୁବୁଦ୍ଧି, ଉପ ସଭାପତି ଭାଗୀ ରାଓ, ସମ୍ପାଦକ ପ୍ରଦୀପ ବେହେରା, ସହ ସମ୍ପାଦକ ସୁଧୀର କୁମାର ପାତ୍ରଙ୍କ ସମେତ ବହୁ ବରିଷ୍ଠ ଓକିଲ ମୋହନ ସିଙ୍ଗାରୀ,ନିର୍ମଳ ସାହୁ,ନନ୍ଦ ତ୍ରିପାଠୀ,ବରୁଣ ଗୌଡ଼, ଜଗନ୍ନାଥ ମିଶ୍ର, ଅଭୟ ପଣ୍ଡା,ଅକ୍ଷୟ ପଟ୍ଟନାୟକ, ବାପୁଜୀ ପଟ୍ଟନାୟକ,ନୀଳାଚଳ ତ୍ରିପାଠୀ,ଦୂର୍ଗା ଶଙ୍କର ବେହେରା,ଦୂର୍ଗା, ରାଓ,ପ୍ରଭୁଦତ୍ତ ଆଚାର୍ଯ୍ୟ,ଅନିଲ ପଣ୍ଡା,ପ୍ରଦୀପ ପଣ୍ଡା,ନରେଶ ପ୍ରସାଦ ପାତ୍ର, ସୂର୍ଯ୍ୟକାନ୍ତ ସୁବୁଦ୍ଧି,ତାପସ ସାହୁ,ନିହାର ପଣ୍ଡା,କୁଞ୍ଜ ବିହରୀ ପଣ୍ଡା,କେଶବ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here