ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର

0
145

ବ୍ରହ୍ମପୁର: ମଙ୍ଗଳବାର ଦିନ ସ୍ଥାନିକ କୁସୁମ ହର ନାଥ ମନ୍ଦିର ପ୍ରାଙ୍ଗନ , ଡୋଇମଣ୍ଡ ତାଙ୍କ ରୋଡ ସ୍ଥିତ ରେ , ସାନ ଓ ନୀଲ ଫୋଉଂଡେସନ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଛି. ଉକ୍ତ ଶିବିରକୁ ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ଲୟନ ଧର୍ମା ରାଓ ସଭାପତିତ୍ୱରେ, ସମ୍ପାଦକ ଶ୍ରୀଯୁକ୍ତ ଚିଠି ବାବୁ ଆଚlରୀ, ଉପ ସଭାପତି ଶ୍ରୀଯୁକ୍ତ ଗଣେଶ ପାତ୍ର,ସଦସ୍ୟ କିରଣ ପାତ୍ର, ଗିରିଧାର ପଟନାୟକ, Y ଵାଲା, k. ରୋଜା, ମୀନାକ୍ଷୀ ଦେବୀ, ସାଇ ଅପ୍ପନ୍ନI , ଉପସ୍ଥିତ ଥିଲେ, ଉକ୍ତ ଶିବିରକୁ ଶ୍ରୀଯୁକ୍ତ Dr ଭୋଗବାନ ଘଣ୍ଟା୍ୟୋତ, ସଭାପତି ଏସ . ମ. ଆଇ. ଟି. ଏଡ୍ୟୁ କେସନାଲ ଇନ୍ଷ୍ଟିଟ୍ୟୁସନସ,ଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ. ହସ୍ପିଟାଲ ତରଫରୁ ହୃଷିକେଶ ରଥ, VCT, ଅଭିମାନ ଚୌପଟ ନାୟକ, ମଧୁ ମିତା ବ୍ରହ୍ମା MLOP ଦ୍ୱାରା ସମସ୍ତ 102 ଙ୍କର ପରୀକ୍ଷା କରାଗଲା, କିଛି ଲୋକଙ୍କୁ ସୁଲଭ ଦରରେ ଚଷମା ଦିୟI ହେଲା. ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ 22 ଲୋକଙ୍କୁ ଶଙ୍କର ଚିକିତ୍ସାଠାଳୟ କୁ BUS ରେ ନିଆଗଲା. ଏଥିରେ ସମସ୍ତ ପ୍ରକାର ଚକ୍ଷୁ ର ପରୀକ୍ଷା ନିଃଶୁଳ୍କ କରାଗଲା. ମୋଟ 102 ଜଣ ଙ୍କର ଚକ୍ଷୁ ପରୀକ୍ଷା କରଗଲା. ମୋଟ 20 ଲୋକଙ୍କୁ ଚସମା ଦିଆ ଗଲା, ମୋଟ 22 ଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଗଲା ଓ ସେହି 22ଜଣ ଙ୍କୁ ଅସ୍ତ୍ର ପଚାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ହସ୍ପିଟାଲ କୁ ନିଆଗଲା ୮ ଜଣ ଙ୍କର ରେଟିନା ଚେକ ଅପ କରଗଲା।ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଷ୍ଟାଫ ଶ୍ରୀ ନଳିନୀ କାନ୍ତ ରାଉତ (କ୍ୟାମ୍ପ ମ୍ୟାନେଜର), ଶ୍ଶିବିର କୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here