ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଗସ୍ତରେ ଯିବେ ୫ ଜଣ ବରିଷ୍ଠ ପ୍ରଶାସକ

0
523

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା)ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବେ। ବୁଧବାର ଦିନିକିଆ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଗସ୍ତ କରିବେ । ଏମାନଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ, ୫ଟି ସଚିବ ଭି.କେ ପାଣ୍ଡିଆନ, ଜଳ ସଂପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍.ଭିନିଲ କ୍ରିଷ୍ଣାଙ୍କ ସମେତ ଏନଏଚଏମ ନିର୍ଦ୍ଦେଶିକା ସାଳିନୀ ପଣ୍ଡିତ। ସକାଳ ୯ ଟାରେ ଜୟପୁରରେ ପହଞ୍ଚିବେ । ପରେ ଆମ୍ବାଗୁଡା ଯାଈ ସେଠାରେ ୫ଟି ଅଧିନରେ ଥିବା ସ୍କୁଲ ବୁଲି ଦେଖିବା ପରେ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯିବେ। ସେଠାରେ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବା ପରେ କୋରାପୁଟ ଯିବ । ଏଠାରେ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ସ୍ଥିତି ଅନୁଧ୍ୟାନ କରିବେ । ଏହାପରେ କୋବିଡ ସ୍ଥିତି ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here