ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର

0
342

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ଥାନା କଲେଜଛକ ଫାଣ୍ଡି ଅଧୀନ କୁମ୍ଭାରୀ ଭଣ୍ଡାରୀ ବନ୍ଧ ନିକଟ ଏକ ବିଲ ଭିତରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ l ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ଆସିକା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଅନ୍ୟପଟେ ମୃତଦେହ ଟି ବିଲ ମଧ୍ୟରେ ଦୁଇ ରୁ ତିନିଦିନ ହେବ ପଡିରହିଥିବା ଅନୁମାନ କରାଯାଉଛି l

ରିପୋର୍ଟ :ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here