ଡାବୁଗାଁ ବ୍ଲକ ରେ ନୂତନ ବିଡ଼ିଓ ଙ୍କ ଯୋଗଦାନ

0
334

ଡାବୁଗାଁ( ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଠାରେ ସୋମବାର ଦିନ ବ୍ଳକ କାର୍ଯ୍ୟାଳୟ ରେ ନୂତନ ବିଡ଼ିଓ ବିଶ୍ଵନାଥ ରାଉତ ଦାଇତ୍ୱ ଗ୍ରହଣ କରିଛନ୍ତି। ଡାବୁଗାଁ ପ୍ରେସ୍ କ୍ଲବ ତରଫରୁ ବିଡ଼ିଓ ବିଶ୍ଵନାଥ ରାଉତ ଙ୍କୁ ଫୁଲ ତୋଡା ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲ। ଫ୍ରେସ୍ କ୍ଲବ ତରଫରୁ ଉପଦେଷ୍ଟା ରବିନାରାୟଣ ମହାନ୍ତି, ସମ୍ପାଦକ ମିହିର ଶଙ୍କର ପାତ୍ର , ସହ ସମ୍ପାଦକ ଗଗନ ଗନ୍ତାୟତ ଓ କୋଷାଧକ୍ଷ ସୁଶାନ୍ତ କୁମାର ପଣ୍ଡା ଉପସ୍ଥିତ ଥିଲେ ।

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here