ଉମରକୋଟ ଅଧିକାରି ଗୁଡା ଠାରେ ବିଜେଡ଼ି ର ମିଶ୍ରଣ ପର୍ବ

0
517

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା)ଝରିଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମରକୋଟ ବ୍ଲକ ଅଧିକାରୀଗୁଡା ଠାରେ ବିଜୁଜନତା ଦଳ ର କର୍ମୀ ସମ୍ମିଳନୀ lଏହି ସମ୍ଭିଳନୀରେ ୨୫୦ରୁ ଉର୍ଦ୍ଧ କର୍ମୀ ଯୋଗ ଦେଲେଏହି ସମ୍ବିଳନୀରେ , ନୂତନ ଭାବେ ନିଯୁକ୍ତି ପାଇଥିବା ଉମରକୋଟ ବ୍ଲକ୍ ଡିଜିଟାଲ୍ ସେକ୍ରେଟାରୀ ହେଇଥିବା ଉମରକୋଟ ସହରର ପିଣ୍ଟୁ ବିଷୋୟୀ ଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା ।ମାନ୍ୟବର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ମାନ୍ୟବର ଝରିଗାଁ ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ ।ବିଜୁ ଜନତା ଦଳ ନବରଙ୍ଗପୁର ଜିଲ୍ଲା ସଂଯୋଜକ ଶ୍ରୀ ପ୍ରମୋଦ କୁମାର ପାଢ଼ୀ ରାଜ୍ୟ ମହିଳା କାର୍ଯକାରୀ ସଭାପତି ଶ୍ରୀମତୀ ନିବେଦିତା ମହାନ୍ତି
ଝରିଗାଁ ବିଧାୟକ ପ୍ରତିନିଧି ଶ୍ରୀ ସଞ୍ଜୟ ଗୁପ୍ତା ନବରଙ୍ଗପୁର ଜିଲ୍ଲା ଛାତ୍ର ସଭାପତି ଶ୍ରୀ ସୁଧାଂଶୁ ଦାସ, ଯୁବ ନେତା ଚନ୍ଦନ ବେହେରା, ଛାତ୍ର ସମ୍ପାଦକ ଓ ଡିଜିଟାଲ ସୋସିଆଲ୍ ମିଡ଼ିଆ କୋ – ଓଡି ନେଟର୍ ଶ୍ରୀ ଲଲିତ ସେଠି
ବିଜୁ ଜନତା ଦଳ ବ୍ଲକ୍ ସଭାପତି ଶ୍ରୀ ଅଜିତ୍ ପ୍ରଧାନ, ଯୁବ ନେତା ଚିହ୍ନା ବାବୁ ଙ୍କ ସହ ବାବୁଲା ମୁଦୁଲି , ହିପୀ ଭାଈ, ଚିତ ରଞ୍ଜନ ପତ୍ର, ଉମରକୋଟ ବ୍ଲକ୍ ଡିଜିଟାଲ ସେକ୍ରେଟାରୀ ଶ୍ରୀ ପିଣ୍ଟୁ ବିଷୋୟୀ, ଯୁବନେତା ଆଦିତ୍ୟ ଦାସ, ଯୁବ ନେତା ସୋନୁ, ତୁଫାନ, ବାପି ସିଲ୍ , ଙ୍କ ସହ ସମସ୍ତ କର୍ମୀ ଉପସ୍ଥିତ ରହିଥିଲେ

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here