ପର୍ଯ୍ୟବେକ୍ଷକ ତଥା କ୍ରୀଡ଼ା ମନ୍ତ୍ରୀ ନନ୍ଦାହାଣ୍ଡି ବ୍ଳକ ଗସ୍ତ

0
377

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଠାରେ ମାନ୍ୟଵର ମନ୍ତ୍ରୀ ଶ୍ରୀ ଯୁକ୍ତ ତୁଷାର କାନ୍ତି ବେହେରା ନବରଙ୍ଗପୁର ର ନନ୍ଦାହାଣ୍ଡି ବ୍ଳକ ଗସ୍ତ କରି ସିନ୍ଧିଗୁଡା ଗ୍ରାମପଞ୍ଚାୟତ ଗୃହ ଉଦଘାଟନ କରିବା ସହିତ ନନ୍ଦାହାଣ୍ଡି ବ୍ଳକରେ 59 ଜଣଙ୍କୁ ବିକଳାଙ୍ଗ ,ବାର୍ଦ୍ଧ୍ୟକ ଭତ୍ତା ବଣ୍ଟନ କରିଥିଲେ l ଏଥିରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ,ଏମ ପି ଶ୍ରୀ ରମେଶ ମାଝୀ,ଏ ଡି ଏମ ଭାସ୍କର ରଇତ,ଏମ ପି ପ୍ରତିନିଧି ସୁନୀଲ ସାହୁ,ବିଧାୟକ ପ୍ରତିନିଧି ଦୟାନିଧି ବିଷୋୟୀ,ଚେରମେନ ସନ୍ୟାସୀ ସୌରା, ଜିଲ୍ଲା ପରିଷଦ ସଭ୍ୟା ଜୋନ 1,ନନ୍ଦାହାଣ୍ଡି ତହସିଲଦାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ l ନନ୍ଦାହାଣ୍ଡି ଏ ବିଡିଓ ପ୍ରଫୁଲ କଅର,ଏମ ଏଫ ନାଗ ଜିପିଓ,ବିଞ୍ଚି ସଥପତି ପି ଏ,ମନୀଷା ରଥ ନନ୍ଦାହାଣ୍ଡି ସି ଡି ପି ଓ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here