ଜୟଶ୍ରୀ ନାୟକ ହେଲେ ଯୁବ ହିନ୍ଦୁ ମହାସଂଘ ର ରାଜ୍ୟ ସଂପାଦିକା

0
285

ନବରଙ୍ଗପୁର:ଜୟଶ୍ରୀ ନାୟକ ଯୁବ ହିନ୍ଦୁ ମହାସଂଘ ର ପ୍ରଦେଶ ସଂପାଦିକା ମନୋନୀତ ହୋଇଥିବା ଯୋଗୁଁ ଶୁଭେଚ୍ଛା ର ସୁଅ ଛୁଟିଛି। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ର ବ୍ୟକ୍ତିମାନେ ଜୟଶ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ସଂଯୋଜକ ନରସିଂହ ତ୍ରିପାଠୀ, ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା,ଆଇନ୍ ପରାମର୍ଶ ଦାତା ଅରୁଣ ପ୍ରସନ୍ନ ନାୟକ, ଭବାନୀ ବାହିନୀ ପ୍ରମୁଖ ଅମ୍ବିକା ପ୍ରଧାନ, ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ ଓ ଶ୍ରୀରାମ ମୁଦୁଲି, ଯୁବ ହିନ୍ଦୁ ମହାସଂଘ ପ୍ରମୁଖ ଲୋକନାଥ ପାଣିଗ୍ରାହୀ, ଦକ୍ଷିଣ ଓଡ଼ିଶା ବିଭାଗ ପ୍ରମୁଖ ସ୍ବାଗତୀକା ସାମନ୍ତରାୟ, ଅବିଭକ୍ତ କୋରାପୁଟ ଜିଲ୍ଲା ସଂଯୋଜକ ଶୁଭେନ୍ଦୁ ସାମନ୍ତରାୟ, ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ବେହେରା, ରାଜ୍ୟ ଉପସଭାପତି ପ୍ରବାଳ ରଞ୍ଜନ ବାରିକ, ନବରଙ୍ଗପୁର ଜିଲ୍ଲା ଯୁବ ହିନ୍ଦୁ ମହାସଂଘ ପ୍ରମୁଖ ଭୁଦେବ ଗୌଡ଼, ରାଷ୍ଟ୍ର ବାଦୀ କୃଷକ ମହାସଂଘ ପ୍ରମୁଖ ହୀମାଂଶୁ ଶେଖର ବରନ୍ତୀଆ, ଜିଲ୍ଲା ସାଧାରଣ ସଂପାଦକ ଆଶୁତୋଷ ମୀସ୍ତ୍ରୀ, ଜିଲ୍ଲା ଉପ ସଭାପତି ବଳରାମ ପାତ୍ର , ଥବିର ପନ୍ନକା, ଜନଜାତି ହିନ୍ଦୁ ମହାସଂଘ ପ୍ରମୁଖ ବିନୋଦ ସାନ୍ତା, ରାଜ୍ୟ ଯୁବ ହିନ୍ଦୁ ମହାସଂଘ ସଂଯୋଜକ ନିଖିଲ ସାହୁ, ଡାବୁଗାଁ ନିର୍ବାଚନ ମଣ୍ଡଳୀ ଯୁବ ହିନ୍ଦୁ ମହାସଂଘ ପ୍ରମୁଖ ନିଖିଳ ଗୁପ୍ତା ଏବଂ ଅନ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ଏହା ହିନ୍ଦୁ ଭଉଣୀମାନଙ୍କୁ ପ୍ରେରଣା ଦେବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here