ମଠ ବାରିଡ଼ା ସ୍ଥିତ ରାମକୁଣ୍ଡର ପୁନଃ ଉଦ୍ଧାର ପାଇଁ ସାହାଯ୍ୟର ହାତ ବଢାଇଲେ ହରପ୍ରସାଦ ସାହୁ

0
332

ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଏସ ଛାଚିନା ପଞ୍ଚାୟତର ମଠ ବାରିଡ଼ା ସ୍ଥିତ ରାମକୁଣ୍ଡର ପୁନଃ ଉଦ୍ଧାର ପାଇଁ ସାହାଯ୍ୟର ହାତ ବଢାଇଲେ ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପଦକ ତଥା କୋଦଳା ଏନଏଏସିର ପ୍ରାକ୍ତନ ନଗରପାଳ ହରପ୍ରସାଦ ସାହୁ । ରାମକୁଣ୍ଡର କାର୍ଯ୍ୟ ଚାଲୁଥିବା ଦେଖି ବହୁତ ଖୁସି ଅନୁଭବ କରିଥିଲେ । ଆଉ ସେଠାରେ ପହଁଚିବା ପରେ ଲୋକଙ୍କ ସହ ଆଲୋଚନା କରିଥିଲେ । ରାମକୁଣ୍ଡର ଉନ୍ନତି କରଣ ନିମନ୍ତେ ବିପୁଳ ଅର୍ଥ ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ମଠ ବାରିଡା ଗ୍ରାମବସୀ ତାଙ୍କର ପ୍ରିୟ ନେତା ହରପ୍ରସାଦ ସାହୁଙ୍କୁ ଅତି ଆଗ୍ରହ ସହକାରେ ପାଛୋଟି ନେଇଥିଲେ ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here