ପାପଡାହାଣ୍ଡି ବ୍ଳକ ରେ ନୂତନ ବିଇଓଙ୍କ ଯୋଗଦାନ

0
422

ଡାବୁଗାଁ (ନ୍ୟୁଜ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ନୂତନ ବିଇଓ ଭାବେ ବୀରେନ୍ଦ୍ର କୁମାର ପାଢ଼ୀ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏଥି ପୂର୍ବରୁ ଶ୍ରୀ ପାଢ଼ୀ ଝରିଗାଁ ବ୍ଲକରେ କାର୍ଯ୍ୟରତ ଥିଲେ । ଏହି ଅବସରରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁଦର୍ଶନ ମାଝା , ସମ୍ପାଦକ ରତିକାନ୍ତ ପଣ୍ଡା , ସହ ଶିକ୍ଷକ ବାବୁଲାଲ ହରିଜନ , ଏବିଇଓ ଦଶରଥ ଗଣ୍ଡ ପ୍ରମୁଖ ନୂତନ ବିଇଓ ବୀରେନ୍ଦ୍ର କୁମାର ପାଢ଼ୀଙ୍କୁ ସ୍ବାଗତ କରିଥିଲେ ।

ରିପୋର୍ଟ୍ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here