ମହାନଗର ଯୁବ ଓ ଛାତ୍ର ବିଜେଡି ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

0
242

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ଯୁବ ବିଜେଡି ତରଫରୁ ଆଜି 15-6-2021ତାରିଖ ସକାଳ 8.00 ସମୟରେ ୱାର୍ଡ ନମ୍ବର 02 ଅନ୍ତର୍ଗତ ଲଷ୍ମୀନୃସିଂହ ସାହି ନିକଟସ୍ଥ ଶନି ମନ୍ଦିର ଛକରେ ନିସହାୟ ଗରିବ ପରିବାରଙ୍କୁ ମାନ୍ୟବର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନିର୍ଦେଶ କ୍ରମେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମରେ ମହାନଗର ଯୁବ ବିଜେଡି ସଭାପତି ଅଜିତ ପଣ୍ଡା,ଛାତ୍ର ବିଜେଡି ଜୋନ ସଭାପତି ଜୋତୀ ରଞ୍ଜନ ସାହୁ,ଅସିତ ସାବତ,ସୁର୍ଯ୍ୟକାନ୍ତ ସୁବୁଦ୍ଧି,ବି ଦୁର୍ଗା ରାଓ,ନିଳାଞ୍ଚଳ ବିଶୋୟୀ,ପବିତ୍ର ମାହାନ୍ତି,ଗୌରବ ସେଠୀ,ଲୋକି ବିଶୋୟୀ, ସନ୍ତୋଷ ସେଠୀ,ସତ୍ୟ ନାରାୟଣ ଚୌଧୁରୀ,ଶମ୍ଭୁ ଭୂୟାଁ,ଶୋଭନ ନାୟକ,ବାପି ବେହେରା,କେ ମୁନା ରେଡୀ,ଭଗବାନ ସାହୁ,ପିଙ୍କୁ ସାବତ,ବାବୁଲା ଦାସ,ଲକ୍ଷ୍ମୀ ପାଢୀ,ଅନିଲ କୁମାର ଚୌଧୁରୀଙ୍କ ସମେତ ବହୁ ଯୁବ ଓ ଛାତ୍ର ବିଜେଡି କର୍ମକର୍ତ୍ତାଙ୍କ ସମେତ ସ୍ଥାନିୟ ଅଞ୍ଚଳ ବାସୀ ଉପସ୍ଥିତ ରହି ଖାଦ୍ୟ ବଣ୍ଟନ କରିଥିଲେ।

LEAVE A REPLY

Please enter your comment!
Please enter your name here